ଏସିଡ ମାଡ଼ ମାମଲାରେ ଦୁଇ ଜଣଙ୍କୁ ୧୪ ବର୍ଷ ଜେଲ

2009 ଏପ୍ରିଲ 18 ତାରିଖରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗ୍ରାମରେ ପ୍ରମୋଦିନୀ ରାଉଳଙ୍କୁ ଏସିଡ ମାଡ଼ ମାମଲାର ଶୁଣାଣି କରି ଜଗତସିଂହପୁର ଏଏସଜେ ମହିଳା କୋର୍ଟ ଆଜି ଦୁଇ ଅଭିଯୁକ୍ତଙ୍କୁ 14 ବର୍ଷ ଲେଖାଏଁ ଜେଲ ଓ 15 ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ଦେଇଛନ୍ତି l

ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes