ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଶିଳ୍ପୀ ମୁନା ମହଣା

ଗତ କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ଶିଳ୍ପୀ ମୁନା ମହଣା ମୁଗ, ବିରି, ମଶୁରି ଡାଲି ଏବଂ ତୁଳସୀ ଜଟରେ ଜଗନ୍ନାଥଙ୍କର ଦଶବତାର ଆଙ୍କି ଗଣମାଧ୍ୟମର ଚର୍ଚ୍ଚାର ପରିସରକୁ ଆସି ଥିବା ବେଳେ ଗତ ୧୨ ତାରିଖରେ ଏକାବେଳେ ଇଣ୍ଡିଆ ବୁକ ଓ ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes