ଏସସିବି ମେଡିକାଲରେ ଯୋଡ଼ାମୁଣ୍ଡ ଶିଶୁ ଜଗା

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାକୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ କଟକ ଏସସିବି ମେଡିକାଲ ଅଣାଯାଇଥିବା ସୂଚନା ମିଳିଛି ।

କାଜୁଆଲିଟି ଟ୍ରମା କେୟାର ୟୁନିଟର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ସିଟି ସ୍କାନ ଓ ଏମ୍‌ଆର୍‌ଆଇ କରାଯାଇଥିବା ମେଡିକାଲ ପକ୍ଷରୁ ସୂଚନା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes