ଏସସିବିରୁ ପିଲା ଚୋରି କରିଥିବା ମହିଳା ଅଟକ

କଟକ ଏସସିବିରୁ ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ମହିଳାକୁ ଅଟକ ରଖାଯାଇଛି। ଅଟକ ମହିଳା ଜଣଙ୍କ ପ୍ରତାପନଗରୀ ଅଞ୍ଚଳର ସ୍ୱିଟି ରାଉତ ବୋଲି ସୂଚନା ମିଳିଛି।

ଭୁଲ ବଶତଃ ଜନ୍ମିତ ପୁଅ ବଦଳରେ ଝିଅ ନେଇଥିବା କହିଛନ୍ତି। ଏହି କଥାକୁ ଅସ୍ୱୀକାର କରିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ। ସମ୍ପୃକ୍ତ ମହିଳା ଜଣଙ୍କ ଏସସିବିରେ ଆଡମିଶନ ହୋଇ ପ୍ରସବ କରି ନାହାନ୍ତି
ତେଣୁ ପ୍ରାଥମିକ ତଦନ୍ତରୁ ମହିଳା ଜଣଙ୍କ ଉଦ୍ଦେଶ୍ୟମୂଳକ ଭାବେ ନେଇଥିବା କର୍ତ୍ତୃପକ୍ଷ କହିଛନ୍ତି। ପୁଲିସ ଘଟଣାରେ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes