ଏସପି ଅଫିସ ପରିସରରେ କନଷ୍ଟେବଳଙ୍କ ପତ୍ନୀଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଏସପି ଅଫିସ ପରିସରରେ ଆଜି ଜଣେ କନଷ୍ଟେବଳଙ୍କ ପତ୍ନୀ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅନ୍ୟ କର୍ମଚାରୀ ମାନେ ଅଟକାଇଛନ୍ତି l

କନଷ୍ଟେବଳ ଜଣଙ୍କ ଅନ୍ୟ ଜଣେ ମହିଳାଙ୍କୁ ଦ୍ଵିତୀୟ ପତ୍ନୀ ଭାବେ ରଖି ତାଙ୍କୁ ହଇରାଣ କରୁଥିବା ମହିଳା ଅଭିଯୋଗ କରିଛନ୍ତି l ଏ ସମ୍ପର୍କରେ ସେ ବାଲିମି ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes