ଏଲ.କେ.ଏମ ସେଣ୍ଟର ଏବଂ ଲାଇବ୍ରେରୀ ଉଦଘାଟିତ

ଭୁବନେଶ୍ୱର ଠାରେ ଗୁରୁ ସ୍ୱର୍ଗତ ପ୍ର. ଲକ୍ଷ୍ମଣ ମହାପାତ୍ରଙ୍କ ଭଳି ଓଡ଼ିଶାର ଜଣେ ସୁପ୍ରସିଦ୍ଧ ଓ ଲବ୍ଧ ପ୍ରତିଷ୍ଠିତ ନୃତତ୍ତ୍ୱବିତଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବକୁଳ ଫାଉଣ୍ଡେସନ ସହାୟତାରେ ସତ୍ୟନଗରଠାରେ ଏଲ.କେ.ଏମ ସେଣ୍ଟର ଏବଂ ଲାଇବ୍ରେରୀକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦଘାଟନ ସହ ପ୍ର. ମହାପାତ୍ରଙ୍କ ସ୍ମୃତିଚାରଣ କରିଛନ୍ତି l

ଶ୍ରୀ ପ୍ରଧାନ କହିଲେ ଆଗାମୀ ଦିନରେ ଏ ଲାଇବ୍ରେରୀ ଦେଶର ଅଗ୍ରଣୀ ସମାଜ ବିଜ୍ଞାନ ଭିତ୍ତିକ ଲାଇବ୍ରେରୀ ହେବ ବୋଲି ମୋର ଦୃଢ଼ ବିଶ୍ୱାସ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes