ଏଚଏସଆରପି ନମ୍ବର ପ୍ଲେଟ ବୁକିଂ କରିଥିଲେ ଜରିମାନାରୁ ବର୍ତ୍ତିବେ

ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଆସନ୍ତା 1 ତାରିଖରୁ ପରିବହନ ବିଭାଗ ପକ୍ଷରୁ ଏହାର ଚେକିଂ ଆରମ୍ଭ ହେବ l
ତେବେ ଭିଡ଼ ଯୋଗୁ ଅନେକ ଏହି ନମ୍ବର ପ୍ଲେଟ ଲଗାଇ ପାରିନାହାନ୍ତି l
ଏଭଳି ସ୍ଥଳେ ଯଦି ଗାଡି ମାଲିକ ନମ୍ବର ପ୍ଲେଟ ବୁକିଂ ସ୍ଲିପ ଦେଖାଇବେ ତେବେ ମଧ୍ୟ ଜରିମାନାରୁ ବର୍ତ୍ତି ପରିବେ ବୋଲି ଆଜି ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes