ଭୁବନେଶ୍ବରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ଉଦ୍ଧାର ହୋଇଛି।
ମୃତ ଛାତ୍ର ଜଣଙ୍କ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ବୋଲି ସୂଚନା ମିଳିଛି। ମୃତ ଛାତ୍ରଙ୍କ ବାପା ମାଆ ହତ୍ୟା ଅଭିଯୋଗ ଆଣିଛନ୍ତି।
Credible Local News of Odisha