ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସଂପାଦକଙ୍କ ନାଁରେ ପୁଣି ମାମଲା

ଘରଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ଦେଉନଥିବା ନେଇ ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲ ସଂପାଦକଙ୍କ ନାଁରେ ଭୁବନେଶ୍ୱର ବଡ଼ଗଡ଼ ଥାନାରେ ଘର ମାଲିକଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

ସଂପାଦକ ଟଙ୍କା ନଦେଇ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ଉକ୍ତ ସଂପାଦକଙ୍କ ନାଁରେ ପୂର୍ବରୁ ଇଓଡବ୍ଲୁ ଏବଂ କଟକ ପୁରୀଘାଟ ଥାନାରେ ୨ଟି ଠକେଇ ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes