ଏକ କୋଟି ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର ସହରର ଅରଡ଼ ବଜାର ଲେଭଲ କ୍ରସିଂ ନିକଟରେ କ୍ରାଇମବ୍ରାଞ୍ଚ ଆଜି ଏକ କିଲୋ 50 ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ ନିଶା ବେପାରୀ ଶେଖ ମେଞ୍ଜୁକୁ ଗିରଫ କରିଛି l

ତା ନିକଟରୁ 28 ହଜାର ଟଙ୍କା ମଧ୍ୟ ଜବତ ହୋଇଛି l ଜବତ ବ୍ରାଉନସୁଗରର ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes