ଏକ୍ସ୍ ପ୍ଲୋରେକ୍ସ ୨୦୨୨’ ଅନୁଷ୍ଠିତ

କେନ୍ଦୁଝର ସ୍କୁଲ ଅଫ୍ ଇଞ୍ଜିନିୟରିଂ,ଫାର୍ମାସୀ କଲେଜ୍,ପ୍ଲସଟୁ ସାଇନ୍ସ କଲେଜ୍,ଆଇଟିଆଇଙ୍କ ମିଳିତ ବାର୍ଷିକ ଉତ୍ସବ ‘ଏକ୍ସ୍ ପ୍ଲୋରେକ୍ସ ୨୦୨୨’ ଆଜି ସନ୍ଧ୍ୟାରେ ଡିମ୍ବୋ ସ୍ଥିତ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।

ପ୍ରତିଷ୍ଠାତା ଇଂ ବସନ୍ତ କୁମାର ଦାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଏଫଓ ଧନରାଜ ଏଚ.ଡି, ସମ୍ମାନିତ ଅତିଥି ଭାବେ ଇଂଦେବବ୍ରତ ସ୍ୱାଇଁ ଓ ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ/ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes