ଏକାଠି ହେଲେ ଓଡ଼ିଆ ଯାତ୍ରା ନିର୍ଦ୍ଦେଶକ

ଓଡି଼ଶାର ସର୍ବାଧିକ ମନୋରଞ୍ଜନଧର୍ମୀ ମାଧ୍ୟମ ଓଡ଼ିଆ ଯାତ୍ରା ଜଗତର ନିର୍ଦେଶକ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି l

ଏହି ଅବସରରେ ବରିଷ୍ଠ ନିର୍ଦ୍ଦେଶକ ଲାଲା ବିରେନ ରାୟଙ୍କ ଠାରୁ ଆରମ୍ଭ କରି କିଶୋର ଖଣ୍ଡୁଆଳ, ମହେଶ ହାଜରା, ଅଶ୍ରୁ୍ମୋଚନ ମହାନ୍ତି, ଗୁରୁ ମିଶ୍ର, ଆଶୁତୋଷ ମହାପାତ୍ର, ତାପସ ସ୍ୱାଇଁ, ପ୍ରଦୀପ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes