ଉଲୁଣ୍ଡାରେ ଜଳ ଛତ୍ର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପକ୍ଷରୁ ଆଜି ଉଲୁଣ୍ଡା ଥାନା ସାମ୍ନାରେ ଏକ ଜଳଛତ୍ର ଶୁଭାରମ୍ଭ ହୋଇଛି ।

ଏଥିରେ ମୁଖ୍ୟଅତିଥି ଭାବରେ ସମାଜସେବୀ ନରେନ୍ଦ୍ର ଆଚାର୍ଯ୍ୟ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes