ଉପୁଡ଼ିଲା ଗଛ , ରାସ୍ତା ଅବରୋଧ

କେନ୍ଦୁଝର ସହରରୁ ଧୃପଦା ଦେଇ ରାଇସୁଆଁ ଯାଇଥିବା ବାଇପାସ୍ ରାସ୍ତାର ବାଲିଆଗୁଡା ଅଣ୍ଡର ପାସ ନିକଟରେ ଏକ ବିରାଟ ବଡ ଗଛ ଆଜି ଉପୁଡ଼ି ପଡ଼ିବା ଫଳରେ ରାସ୍ତା ଅବରୋଧ ହୋଇଛି।

ଫଳରେ ଉକ୍ତ ରାସ୍ତାରେ ଯାତାୟତ ବ୍ୟାହତ ହୋଇଛି। ସେ ସମୟ ରେ କୌଣସି ଗାଡ଼ି କିମ୍ବା ଲୋକ ଯାଇ ନ ଥିବାରୁ ବଡ ଧରଣର ଦୁର୍ଘଟଣା ବର୍ତ୍ତିଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes