ଉପଖଣ୍ଡ ବିଜେପି ତରଫରୁ ଡ଼. ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଭାରତୀୟ ଜନ ସଙ୍ଘର ପୁରୋଧା ଭାରତ ମନ୍ତ୍ର ଦେଇଥିବା ମହାନ କ୍ରାନ୍ତିକାରୀ, ଜ୍ଞାନୀ, ରାଷ୍ଟ୍ର ନାୟକ ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜେପି ଦଳ ତରଫରୁ ଆଇବି ଠାରେ ବଳିଦାନ ଦିବସ ପାଳିତ ହୋଇଛି ।

ଏହି ବଳିଦାନ ଦିବସ ପାଳନ ଅବସରରେ ବିଧାୟକ ଭାସ୍କର ମଢେଇ, ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ନିହାର ରଞ୍ଜନ ମୋଦି, ବରିଷ୍ଠ ନେତା ବିଭୁତି ମହାନ୍ତ ପ୍ରମୁଖ ନିଜ ବକ୍ତବ୍ୟ ରଖି ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes