ଉଦ୍ଭିଦ ବିଜ୍ଞାନ ବିଭାଗରେ ପାଠଚକ୍ର

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ରେ ଆଜି ଅପରାହ୍ନରେ ଉଦ୍ଭିଦ ବିଜ୍ଞାନ ବିଭାଗ ଓ ପୁରାତନ ବିଦ୍ୟାର୍ଥୀ ପରିଷଦର ମିଳିତ ରେ ସ୍ଵତନ୍ତ୍ର ପାଠଚକ୍ର ଅନୁଷ୍ଟିତ ହୋଇଥିଲା।କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଉଦଘାଟନ କରିଥିଲେ।

ପାଠଚକ୍ର ରେ ପୁରାତନ ବିଦ୍ୟାର୍ଥୀ ପରିଷଦର ସଭାପତି ଡଃ.ସଚ୍ଚିଦାନନ୍ଦ ପାଢ଼ୀ, ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି,ମୁଖ୍ୟ ବକ୍ତା ଭାବେ ଏଫ୍ ଏମ୍ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଓ ସଂଯୋଜିକା ଡ଼ଃ ସରିତା ଦାଶ ମଞ୍ଚାସିନ ଥିଲେ।ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes