ଉଦ୍ଧାର ହୋଇଥିବା କଲରାପତରିଆ ବାଘ ମୃତ

ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ନେଇ ନୂଆପଡ଼ା ଏସିଏଫ ସୂଚନା ଦେଇଛନ୍ତି।

ଗତ ୧୬ ତାରିଖରେ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସଦର ରେଞ୍ଜ୍‌ ଧରମବନ୍ଧା ସେକସନ୍‌ ସିଲିଆରିବାହାରାରୁ ଉଦ୍ଧାର ହୋଇଥିଲା ମୃତ ଦେହ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes