ଉଦଳା ବ୍ଲକରେ 5ଟି ସ୍କୁଲ୍ ଉଦଘାଟନ

ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ 5ଟି ସ୍କୁଲକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଉଦଳା ବ୍ଲକରେ ୧୩ ଗୋଟି ଓ ଉଦଳା ଏନଏସି ରେ ଗୋଟିଏ ସ୍କୁଲ୍ ମଧ୍ୟ ଉଦଘାଟନ ହୋଇଥଲା ।ଉତ୍ତମ ଶିକ୍ଷା ବ୍ୟବସ୍ଥା ଓ ସ୍କୁଲ୍ ପରିବେଶ ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ ହୋଇ ପାରିବ ବୋଲି ଉଦଳା ବିଡ଼ିଓ ଦେବଜାନୀ ଭୁଁୟା ପ୍ରକାଶ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes