ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରେ ଉଦଳା ଥାନାକୁ ନୂତନ ଏକ ପି.ସି.ଆର ଭ୍ୟାନ ଆସିଥିବା ବେଳେ ଏହି ଅଞ୍ଚଳର ଚୋର, ଡ଼କାୟତି, ଅସାମାଜିକ ଲୋକଙ୍କୁକୁ ଧରିବା ସହିତ ଅନ୍ୟ କାର୍ଯ୍ୟ ନିୟଜିତ କରାଯିବ ।
ଭ୍ୟାନକୁ ଥାନା ଅଧିକାରୀ ନିରୋଜ ସାମଲ ଶୁଭାରମ୍ଭ କରିଥିବା ବେଳେ ବହୁଦିନରୁ ହୋଇଥିବା ଦାବି ମୟୂରଭଞ୍ଜ ଏସପି ପୂରଣ କରିଥିବାରୁ ଉଦଳା ବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି।