ଉଥାନ ପକ୍ଷରୁ ପାନୀୟ ଜଳ ଯୋଜନା ବୈଠକ ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲାବନ୍ୟଦେଇପୁର ପଞ୍ଚାୟତ ରେ ଆଜି ଉଥାନ ପକ୍ଷରୁ ଏକ କମିଟି ଗଠନ କରାଯାଇ ଗ୍ରାମ୍ୟ ପାନୀୟଜଳ ଯୋଜନା କାର୍ଯ୍ୟକାରିତା ଓ ସ୍ଥାୟୀତ୍ୱ ସଫଳ ଗୋଷ୍ଠୀ ପ୍ରେରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଗ୍ରାମ ଗୁଡିକର ପାଇପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ମୁଖ୍ୟ ଉଦେଶ୍ୟ। ଏହି କାର୍ଯ୍ୟକ୍ରମରେ ଗ୍ରାମର ଲୋକେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes