ଉତ୍ତରପ୍ରଦେଶର ଜଣେ ଶ୍ରମିକ ମୃତ ଅବସ୍ଥାରେ ଉଦ୍ଧାର

ଆଜି ସନ୍ଧ୍ୟାରେ ସୋନପୁର ପୋଲିସ ସୋନପୁର ବସଷ୍ଟାଣ୍ଡରୁ ଉତ୍ତରପ୍ରଦେଶ ରାଜ୍ୟର ଜଣେ ଶ୍ରମିକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛି ।

ଆସନ୍ତାକାଲି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes