ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ପବିତ୍ର ପଟ୍ଟନାୟକ

ଚାକିରିର ବ୍ୟସ୍ତ ବହୁଳ ଜୀବନ, କର୍ତ୍ତବ୍ୟ ପରାୟଣତା ଓ ଦାୟିତ୍ୱବୋଧତା ଭିତରେ ଛୁଟି ଓ ଅବସର ସମୟରେ ଅନେକ ରୁଚି ସମ୍ପନ୍ନ ଓଡିଆ ଗୀତ ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡିଆ ସଙ୍ଗୀତ ନିର୍ଦେଶକ ପବିତ୍ର ପଟ୍ଟନାୟକ।

୪୫ ବର୍ଷ ଧରି ଅପେରା ଠାରୁ ଚଳଚ୍ଚିତ୍ର ପର୍ଯ୍ୟନ୍ତ ଶହଶହ ରୁଚି ସମ୍ପନ୍ନ ଗୀତ ଓ ସଙ୍ଗୀତ ସୃଷ୍ଟିକରି ଓଡିଶାର ସଙ୍ଗୀତ ଜଗତକୁ ନାଁ କରିଛନ୍ତି ଶ୍ରୀ ପଟ୍ଟନାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes