ଇଡିରେ ପୁଣି ହାଜର ହେଲେ ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ଟ

ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା ଆଜି ପୁଣି ଇଡିରେ ହାଜର ହୋଇଛି।

ଗତକାଲି ରଞ୍ଜିତଙ୍କୁ ଇଡି ୧୨ ଘଣ୍ଟାର ମାରାଥନ ଜେରା କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes