ଇଡିରେ ଅର୍ଚ୍ଚନାଙ୍କ କାର୍ ଡିଲରଙ୍କ ପୁଅ

ଅର୍ଚ୍ଚନା ନାଗଙ୍କ ଦାମୀ କାର୍ ସଂପର୍କରେ ଇଡି ତଦନ୍ତ ଜାରି ରଖିଥିବା ବେଳେ ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା କାର୍ ଡିଲରଙ୍କ ପୁଅ।

ନଗଦ ୩୩ ଲକ୍ଷ ଟଙ୍କା ଦେଇ କାର୍ କିଣିଥିବା ସଂପର୍କରେ ପଚରାଉଚରା କରୁଛି ଇଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes