ଆହାର କେନ୍ଦ୍ରର ପରିଚାଳନା ସକାଶେଟେଣ୍ତର ଆହ୍ୱାନ

କଳାହାଣ୍ତି ଜିଲ୍ଲା ଭବାନୀପାଟଣା ମୁନିସିପାଲିଟି ଅଧୀନସ୍ଥ ଆହାର କେନ୍ଦ୍ରର ପରିଚାଳନା କାର୍ଯ୍ଯକ୍ରମ ସକାଶେ ମିଶନ ଶକ୍ତି ଗ୍ରୁପ ତରଫରୁ ଟେଣ୍ତର ଆହ୍ୱାନ କରାଯାଇଛି।

ଆଶାୟୀ ଅପ୍ରେଲ ୨୭ ଭିତରେ ବିଡ ଦାଖଲ କରିପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes