ଆସନ୍ତା 8 ତାରିଖ ଅପରାହ୍ନରେ ବାହାରିବ ଯୁକ୍ତ ଦୁଇ କଳା ଫଳ

ଆସନ୍ତା 8 ତାରିଖ ଅପରାହ୍ନ 4 ଟାରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି l
www.odisharesults. nic.in ରେ ଫଳ ଦେଖି ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes