ଆସନ୍ତା 6 ତାରିଖ ବେଳକୁ ଲଘୁଚାପ ସମ୍ଭାବନା

ରାଜ୍ୟରେ ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି l
ତେବେ 6 କିମ୍ବା 7 ତାରିଖ ବେଳକୁ ଏକ ଲଘୁଚାପ ହେବାର ସମ୍ଭାବନା ଥିବା କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes