ଆସନ୍ତା ୨୬ ତାରିଖରେ ଭଦ୍ରକ ଆସିବେ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସି ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳିରେ ସମାବେଶ କରିବେ।

ଏ ନେଇ ସୂଚନା ଦେଇଛନ୍ତି ବିଜେପି ସା. ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes