ଆସନ୍ତା ୧୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

୧୯ରୁ ବଙ୍ଗୋପସାଗରରେ ଲଘୁଚାପ ରୂପ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

ପ୍ରଭାବରେ ୨୨ ଯାଏଁ ସାରା ରାଜ୍ୟରେ ବର୍ଷା ଆଶଙ୍କା ଅଛି। ଉପକୂଳରେ ଭାରି ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes