ଆସନ୍ତା ୧୬ରୁ ବଲାଙ୍ଗୀରରେ ଧାନ କିଣା ଆରମ୍ଭ

ଆସନ୍ତା ୧୬ତାରିଖରୁ ବଲାଙ୍ଗୀର ଜିଲ୍ଲାରେ ରବିଧାନ କିଣା ଆରମ୍ଭ ହେବ ବୋଲି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରବିଧାନ କମିଟି ବୈଠକରେ ନିର୍ଦ୍ଧାରିତ କରାଯାଇଛି ।

ଖରା ଯୋଗୁଁ ସକାଳ ୯ଟାରୁ ୧୧ଟା ଏବଂ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଧାନ କିଣା ହେବ ।ଚଳିତ ବର୍ଷ ଜିଲ୍ଲାରେ ୭୧୭୨ ଚାଷୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ୧୦୦ଟି ମଣ୍ଡି ଏବଂ ୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କିଣିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes