ଆସନ୍ତା ୧୪ରେ ହରିଶଙ୍କର ମହୋତ୍ସବ

ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର ପୀଠରେ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ନୃସିଂହ ମେଳା ଏବଂ ହରିଶଙ୍କର ମହୋତ୍ସବ ଆସନ୍ତା ୧୪ତାରିଖରୁ ଆରମ୍ଭ ହେବ ବୋଲି ମନ୍ଦିର କମିଟି ସୂଚନା ମିଳିଛି ।

ଏନେଇ ମନ୍ଦିରରେ ରଙ୍ଗ ଲଗାଇବା ସହ ମହାତ୍ସଵକୁ ସଫଳ କରିବା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes