ଆସନ୍ତା ଜୁନ ମାସରୁ ଜୟପୁରରୁ ଉଡ଼ିବ ବିମାନ

ଆସନ୍ତା ଜୁନ ମାସ ପ୍ରଥମ ସପ୍ତାହରୁ ଜୟପୁର ବିମାନବନ୍ଦରରୁ ବିଶାଖାପାଟଣା ଏବଂ ଭୁବନେଶ୍ୱରକୁ ବିମାନ ଉଡାଣ କରିବ ବୋଲି ଆଜି ବିଭାଗୀୟ ବେସାମରିକ ବିମାନ ଚଳାଚଳ ଯୁଗ୍ମ ସଚିବ ଉଷା ପାଢ଼ୀ ଜୟପୁର ଗସ୍ତରେ ଆସିଥିବା ଅବସରରେ କହିଛନ୍ତି l

ଏଠାରୁ ଉଡିବାକୁ ଥିବା ନଅ ଆସନ ବିଶିଷ୍ଟ ବିମାନରେ ଯାତ୍ରା ପାଇଁ ଯାତ୍ରୀଙ୍କୁ ରିହାତି ମିଳିବ ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes