ଆସନ୍ତାକାଲି ସକାଳ ୯.୩୦ରେ ମାଲକାନଗିରି ପହଞ୍ଚିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।
ସେଠାରେ ମନ୍ତ୍ରୀ ଡାକ ଅଫିସର ଶୁଭାରମ୍ଭ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
Credible Local News of Odisha