ଆସନ୍ତାକାଲି ଭୁବନେଶ୍ୱର ଲାଇଟ ହାଉସ ଉଦଘାଟନ

ଆସନ୍ତାକାଲି ସ୍ମାର୍ଟ ସିଟି ଲିମିଟେଡ ପ୍ରକଳ୍ପ ଅଧିନ ଭୁବନେଶ୍ୱର ଲାଇଟ ହାଉସ ଏବଂ ଜାଗା ସ୍କିଲିଂ ହବ ସହିଦ ନଗରସ୍ଥିତ ଆଇପିଏସସି ବିଲଡିଂଠାରେ ଉଦଘାଟିତ ହେବ l

ଏନେଇ ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି l ସେଥିପାଇଁ ଅନ୍ତିମ ପର୍ଯ୍ୟାୟ କାମ ଜୋରରେ ଚାଲିବା ସହ ଅଧିକାରୀମାନେ ବିଲଡିଂ ପରିଦର୍ଶନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes