ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସାନୀ’ ଆଜି ସନ୍ଧ୍ୟାରେ ଆନ୍ଧ୍ର ଉପକୂଳର କାକିନାଡ଼ା ଓ ନସୀପୁର ମଧ୍ୟରେ ସ୍ଥଳଭାଗ ଛୁଇଁ ପୁଣି ସମୁଦ୍ରକୁ ଫେରି ଗଭୀର ଅବପାତରେ ପରିଣତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି l

ପରେ ଏହା ସମାନ୍ତରାଳ ଓଡିଶା ଉପକୂଳ ଦେଇ ଗତି କରିବ l ଓଡିଶାରେ ଏହାର ଅଧିକ ପ୍ରଭାବ ନ ପଡୁଥିଲେ ମଧ୍ୟ ମତ୍ସ୍ୟଜୀବୀ ମାନେ ଆସନ୍ତାକାଲି ସୁଦ୍ଧା ସମୁଦ୍ରକୁ ନ ଯିବାକୁ ସେ ପରାମର୍ଶ ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes