ଆସନ୍ତାକାଲି ଉଦଘାଟନ ହେବ ସେନସରୀ ପାର୍କ

ଆସନ୍ତାକାଲି ମଙ୍ଗଳବାର ଦିନ ୧୧ଟାରେ ଭୁବନେଶ୍ବର ଶହୀଦ ନଗର ଅଞ୍ଚଳରେ ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ଅନ୍ତର୍ଗତ ଛୋଟ ପିଲା ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ସେନସରୀ ପାର୍କ ଉଦଘାଟନ ହେବ l

ଏହାକୁ ଉଦଘାଟନ କରିବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା l ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଓ ସ୍ଥାନୀୟ କର୍ପୋରେଟର ରାଜକିଶୋର ଦାସ ଯୋଗଦେବେ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ ଜେନେରାଲ ମ୍ୟାନେଜର କମଲଜିତ ଦାସ ସୂଚନା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes