ଆଶା କର୍ମୀଙ୍କ ଆର ଡ଼ି ସି ଓ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ

ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ନେତୃତ୍ବରେ ଶହ ଶହ ସଂଖ୍ୟାରେ ଆଶା କର୍ମୀ ମାନେ ଆର ଡ଼ି ସି ଓ ଜିଲ୍ଲାପାଳଙ୍କ ଅଫିସ୍ ହତା ଭିତରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ହକ୍ ଦାବୀ କରିଥିଲେ।

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବି ସମ୍ବଲପୁର ନାରୀ ସେବା ସଦନ ରୁ ପଶ୍ଚିମ ଓଡ଼ିଶା ଆଶା କର୍ମୀ ସଂଘ ଆବାହକ ପ୍ରଶାନ୍ତ ପାଢ଼ୀ, ସହ ସଂଯୋଜିକା ମମତା ଖଣ୍ଡାୟତ, ସଭାନେତ୍ରୀ ଲକ୍ଷ୍ମୀ ମହାରଣା, ସମ୍ପାଦିକା ଯଜ୍ଞସେନି ପ୍ରଧାନ, NFITU ରାଜ୍ଯ ସମ୍ପାଦିକା ପ୍ରଭାସିନୀ ପାଢ଼ୀଙ୍କ ନେତୃତ୍ବରେ ବିଶାଳ ପଟୁଆରରେ ଦାବୀ ସପକ୍ଷରେସାମିଲ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes