ଆର.ଡି. ଏସ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୋଗ ଦିବସ ପାଳିତ

ମୟୁରଭଞ୍ଜ ଜିଲ୍ଲା ଉଦଳା କୁଣ୍ଡାବାଇ ଆର. ଡି. ଏସ ଡ଼ିଗ୍ରୀ ମହାବିଦ୍ୟାଳୟରେ ୮ତମ ଯୋଗ ଦିବସ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଦୀପ ଗିରୀ ଉପସ୍ଥିତ ରହି ଯୋଗଭ୍ୟାସ କଲେ ମଣିଷର ଶାରୀରିକ, ମାନସିକ ସହ ନିରୋଗ ରହିଥାନ୍ତି ବୋଲି କହିଥିଲେ । ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes