ଆର. ଉଦୟଗିରିରେ 24 ଘଣ୍ଟାରେ 48 ମିମି ବର୍ଷା May 24, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ଗଜପତି ଜିଲ୍ଲାର ଆର. ଉଦୟଗିରିରେ 48 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l