ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା: କେନ୍ଦ୍ରାପଡ଼ା ପାଇଁ ୧ଟି ଓ ପୁରୀ ପାଇଁ ୨ଟି ଡ୍ରୋନ୍ ଆବଶ୍ୟକ

ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲାରେ ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି।

ଡ୍ରୋନ୍ ପାଇଁ ଟଙ୍କା ଦେବାକୁ ରାଜସ୍ୱ ସଚିବଙ୍କୁ ଚିଠିରେ ଜଣାଇଥିବା ଉଭୟ ଜିଲ୍ଲାପାଳ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ରାପଡ଼ା ପାଇଁ ଗୋଟିଏ ଓ ପୁରୀ ପାଇଁ ୨ଟି ଡ୍ରୋନ୍ ଆବଶ୍ୟକ ରହିଥିବା ଜଣାଇଛନ୍ତି। ଆସନ୍ତା ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes