ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଶପଥ ଗ୍ରହଣ ଉତ୍ସବ

କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଜିଲ୍ଲା କମିଟିର ଶପଥ ଗ୍ରହଣ ଉତ୍ସବ ଭବାନୀପାଟଣା ସ୍ଥିତ ରେଡ କ୍ରସ କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁଷ୍ଟିତ ହୋଇଛି ।

ଏଥିରେ ଦିଲ୍ଲୀ ବିଧାୟକ ତଥା ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ଆଗାମୀ ଦିନରେ ଶିକ୍ଷା,ସ୍ବାସ୍ଥ୍ୟ,ବିଜୁଳି ଆଦି ଅନେକ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version