ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅଧିନସ୍ଥ ଲରମ୍ଭା ପଞ୍ଚାୟତର କୁତୁର୍ଲା ଗ୍ରାମର ଦିବ୍ଯାଙ୍ଗ ଅଜିତ ପର୍ଡିଆ ଗୃହାଭାବ କାରଣରୁ ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା କହିଛନ୍ତି।
ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ ତାଙ୍କୁ ଆବାସଟିଏ ଯୋଗାଇଦେବାକୁ ସେ ପ୍ରଶାସନକୁ ଗୁହାରୀ ଜଣେଇଛନ୍ତି।
Credible Local News of Odisha