ଆପୋସ ସମାଧାନ ପାଇଁ ୨ ଦିନର ମହଲତ

ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଘଟଣାରେ କଟକ ମହିଳା ଥାନାରେ ଉଭୟ ପକ୍ଷର କାଉନ୍‌ସେଲିଂ ଶେଷ ହେବା ପରେ କାଉନ୍‌ସେଲର ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଆପୋସ ସମାଧାନ ପାଇଁ ସ୍ବାମୀ ସ୍ତ୍ରୀଙ୍କୁ ୨ ଦିନର ମହଲତ ଦିଆଯାଇଛି।

୨ ଦିନ ପରେ ଉଭୟ ପକ୍ଷ ପୁଣି ଥାନାରେ ହାଜର ହେବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes