ଆନ୍ଧ୍ର ମୁହାଁ ହୋଇଛି ବାତ୍ୟା ‘ଅସାନୀ’

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅସାନୀ’ ଆଜି ସନ୍ଧ୍ୟାରେ ଗୋପାଳପୁର ଠାରୁ ଦକ୍ଷିଣ -ପଶ୍ଚିମରେ 590 କିମି ଏବଂ ପୁରୀ ଠାରୁ ଦକ୍ଷିଣ-ପଶ୍ଚିମ ଦିଗରେ 640 କିମି ଦୂରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟା ପ୍ରତି 23 କିମି ବେଗରେ ଆନ୍ଧ୍ର ଉପକୂଳ ମୁହାଁ ଗତି କରୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes