ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ କଲେ ଡିଜିପି

ପ୍ରତିଶ୍ରୁତି ସତ୍ତ୍ବେ ଆନ୍ଦୋଳନ କରୁଛନ୍ତି, ଏହା ବେଆଇନ୍ ବୋଲି କହିଛନ୍ତି ଡିଜିପି।

ଗତକାଲି ପୋଲିସକୁ ଆକ୍ରମଣ ହୋଇଛି, ଆଇନ୍‌କୁ ହାତକୁ ନିଆଯାଇଛି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes