ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ମନଜିତ୍

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ମନଜିତ୍ ଟେଟେ।

ଆନନ୍ଦ ଟପ୍ପୋଙ୍କ ବାନ୍ଧବୀ ହେଉଛନ୍ତି ମନଜିତ୍ ଟେଟେ। ମନଜିତଙ୍କୁ ଥାନାରେ ପଚରାଉଚରା କରୁଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes