ଆନନ୍ଦ ଆଚାର୍ଯ୍ୟ ପ୍ରୀମୀୟର ଲିଗ୍ ଫୁଟବଲ ଉଦ୍ଘାଟିତ

ଆଜି ବରଗଡରେ ତୃତୀୟ ଆନନ୍ଦ ଆଚାର୍ଯ୍ୟ ପ୍ରୀମୀୟର ଲିଗ୍ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଥିବା ବେଳେ ଫ୍ଲଡ଼ ଲାଇଟରେ ୟୁନାଇଟେଡ ସ୍ପୋର୍ଟସ କ୍ଲବ ଦ୍ଵାରା ଆୟୋଜିତ ଏହି ପ୍ରତିଯୋଗିତା
ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ପୌର ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଯୋଗ ଦେଇଥିଲେ।

କ୍ଲବ ର ସମ୍ପାଦକ ଅତିଶ ପଣ୍ଡା ଙ୍କ ସଭାପତିତ୍ବ ରେ ଓ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes