ଆଦିବାସୀ ସମାଜରେ ଜନତନ୍ତ୍ର, ସମ୍ବିଧାନ ଆଇନ ଏବଂ ମାନବ ଅଧିକାର ଆଇନ ଆଦିକୁ ଜିଲ୍ଲା ପୁଲିସ ପ୍ରଶାସନ ଦ୍ବାରା ଲାଗୁ କରିବା ଦାବି ନେଇ ଆଜି ଆଦିବାସୀ ସେଙ୍ଗଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ଵରେ ସେଙ୍ଗେଲ କାର୍ଯ୍ୟକର୍ତ୍ତା ନେତାମାନଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।