ଆଦିବାସୀ ସେଙ୍ଗେଲ ଅଭିଯାନ (ASA)ର ରାଷ୍ଟ୍ରୀୟ ସଭାପତି ସାଲଖାନ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଜୋନାଲ କମିଟି ପକ୍ଷରୁ ଆଦିବାସୀ ସ୍ୱଶାସନ ମାଝୀ ପାର୍ଗାନା ବ୍ଯବସ୍ଥାକୁ ସୁଧାର ଆଣିବା ଲକ୍ଷରେ ବାରିପଦା ଲାୟନ୍ସ କ୍ଳବ ଠାରେ ‘ଆଦିବାସୀ ସମାଜ ସୁଧାର ଜନସଭା’ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କିଛି ମହାନୁଭାବ ବ୍ଯକ୍ତି ଓ ପତ୍ରକାରମାନଙ୍କୁ ରାଜା ରାମ ମୋହନ ରାୟ ଆୱାର୍ଡ- ୨୦୨୩ ପ୍ରଦାନ କରାଯାଇଥିଲା।