ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପ୍ରବେଶ ପାଇଁ ନାମଲେଖା

ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟ ରେ ଗତ 25/04/2023ରୁ ଆସନ୍ତା 06/05/2023 ତାରିଖ ପର୍ଯ୍ୟନ୍ତ ଷଷ୍ଠ ଶ୍ରେଣୀ ରେ ଚଳିତ ବର୍ଷ ପ୍ରବେଶ ପାଇଁ ନାମଲେଖା ଚାଲୁଅଛି l ପ୍ରଥମ ପର୍ଯ୍ୟାୟ ରେ ବିଗତ ଦିନରେ ହୋଇଥିବା ପ୍ରବେଶିକା ପରୀକ୍ଷା ରେ ଧର୍ଯ୍ୟ ବର୍ଗ ର 80ଜଣ କୃତକାର୍ୟ୍ଯ ଛାତ୍ରଛାତ୍ରୀ ଙ୍କ ନାମଲେଖା ଚାଲୁଅଛି l

ଏତତଃ ବ୍ୟତୀତ ଆସନ୍ତା 6/05/2023 ରେ ପରବର୍ତୀ ବକେୟା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି କର୍ତ୍ତୃପକ୍ଷ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes